Friday, July 31, 2020

Computer in odia

Computer ଗୋଟିଏ କଣ'

Computer ଏକ programmable machine ଅଟେ |ଯଦି ଆମେ କହିବା ଗୋଟିଏ technically ଭାବନା |ଏହା ଗୋଟିଏପ୍ରକାର ବିବରଣୀ ଯେମିତି କି ସୃଷ୍ଟି ଯେକୌଣସି technically। ଭାଷା ହଉ କି ଲିଖିତ programme ସୃଷ୍ଟି କରିପାରେ ବା ତାହାକୁ ଲିଭାଇ ମଧ୍ୟ ପାରେ|

ବର୍ତ୍ତମାନ ସମୟରେ computer ଯେମିତି desktop ଓ 💻 laptop ବହୁତ ଭାବରେ ବ୍ୟବହାର ବଢ଼ିଚାଲିଛି|

Computer . Desktop ଏଥିରେ mouse. Monitor. Keyboard  ଏବଂ CPU ସଂପୃକ୍ତ ଥାଏ । ଏହି ସମସ୍ତ ବସ୍ତୁ ସଂପୃକ୍ତ ଥିଲେ ହିଁ  ଆମେ ଏହାକୁ ଗୋଟିଏ computer କହି ପାରିବା ।


Computer ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ part ହେଉଛି CPU (central processing unit   ର RAM ରେ ସମସ୍ତ ସନ୍ଦେସ store ହୋଇ ରହିଥାଏ ।


Labels:

0 Comments:

Post a Comment

Subscribe to Post Comments [Atom]

<< Home